Masthead

ବିଧାନସଭାୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ହଟିଲେ । ଦେବୀ ଦେଲେ ଦାୟିତ୍ୱ । ବିନା ନିର୍ବାଚନରେ ବିଜେଡିର ନେତା ଚୟନ । ବିଧାନସଭାୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ଦଳ । ବିଧାନସଭା ହାରିଥିବା ସ୍ଥାନରେ ନେତା ଜଗାଇଲା ବିଜେଡି । ନବୀନଙ୍କ ସ୍ଥାନରେ ଦେବୀଙ୍କ ଦସ୍ତଖତ । ୮ ମାସ ପରେ ବିଜେଡିର ଚେତା ପଶିଲା । ମେଳି ପାଇଁ ଦଳର ବଢିଲା କି ଭୟ? । ଅଣଓଡ଼ିଆଙ୍କୁ ଚେକ୍ ଦେବାକୁ ପ୍ଲାନ ନୁହେଁ ତ? ।

ପୁଣି ବବିଙ୍କୁ ଗୁରୁ ଦାୟିତ୍ୱ ଦେଲା ବିଜେଡି । ପ୍ରଣବ ପ୍ରକାଶଙ୍କୁ ସର୍ବାଧିକ ୫ ବିଧାନସଭା ଦାୟିତ୍ୱ । ଅତନୁ ସବ୍ୟସାଚୀ ଓ ବିଜୟ ନାୟକଙ୍କୁ ମିଶି ୫ ଆସନ । ନିରଞ୍ଜନଙ୍କ କାନ୍ଧରେ ଝାରସୁଗଡ଼ା ଜିଲ୍ଲା । ପ୍ରତାପଙ୍କୁ କଟକ-ବାରବାଟୀ, ସଦର ଓ ନିଆଳି ଭାର । ଅରୁଣଙ୍କୁ ମିଳିଲା ନିମାପଡ଼ା, ପିପିଲା ଓ ଖୋର୍ଦ୍ଧା । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବଣାଇଁ ଓ ବୀରମିତ୍ରପୁର । ଦେବେଶ ଆଚାର୍ଯ୍ୟଙ୍କୁ ମିଳିଲା ଭଟଲି ଦାୟିତ୍ୱ । ଭୃଗୁ ବକ୍ସପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା । ସଞ୍ଜୟ ଦାସବର୍ମାଙ୍କୁ ନବୀନଙ୍କ ଜିଲ୍ଲା ଦାୟିତ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ