Masthead

ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣ ସିଂଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣ ସିଂଙ୍କ ବିବାଦୀୟ ମନ୍ତବ୍ୟ । ଏକ ଟିଭି ସାକ୍ଷାତାକାରରେ ବ୍ରିଜ ଭୂଷଣ କହିଥିଲେ କି ଯେ କିଛି ଲୋକେ ଦାବି କରିଛନ୍ତି କି ୧୦୦୦ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛି । ଯେପରି ‘ମୁଁ ଶିଲାଜିତର ରୁଟି ଖାଉଥିଲି କି?’ । ଏହା ପୂର୍ବରୁ ରେସଲର ମାନେ ଅଭିଯୋଗ କରିଥିଲେ ଯେ ମୁଁ ୧୦୦ ପିଲାଙ୍କୁ ଯୌନ ନିର୍ଯାତନା ଦେଇଥିଲି । ଏହା ୧୦୦ ନୁହେଁ ୧୦୦୦ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛି । ମୁଁ ପ୍ରତିଦିନ ଶିଳାଜିତର ରୁଟି ଖାଉଥିଲି କି?  ବ୍ରିଜ ଭୂଷଣ ସିଂଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯଦି ଲୋକମାନେ ଯନ୍ତରମନ୍ତର ଯାଆନ୍ତି ତେବେ ମୁଁ ଇସ୍ତଫା ଦେବି । କୁସ୍ତିଯୋଦ୍ଧାମାନେ ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ରାଲି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତ ବ୍ରିଜ ଭୂଷଣ । ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ବିଜେପି ସାଂସଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ ଶୁକ୍ରବାର ତାଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାୟର ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ