Masthead

‘ଚାଷୀଙ୍କୁ ୫ ଲକ୍ଷ ବିମା, ମାଗଣା ପାଣି ଓ ବିଜୁଳି’

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ନନ୍ଦେଡ ବୈଲବଜାରରେ ବିଆରଏସର ଶକ୍ତି ପ୍ରଦର୍ଶନ। ଦଳରେ ମିଶିଲେ ଏକାଧିକ ପୂର୍ବତନ ସାଂସଦ, ବିଧାୟକ। ଜନସାଧାରଣଙ୍କୁ ସମ୍ଭୋଧନ କରିବା ଠିକ୍ କିଛି ସେକେଣ୍ଡ ପରେ ପରେ ଦେବେନ୍ଦ୍ର ଫଡନାବିସଙ୍କୁ କଲେ ନିଶାନା। ଉଠାଇଲେ ତେଲେଙ୍ଗାନା ଚାଷୀ ମଡେଲ କଥା। କହିଲେ ଚାଷୀଙ୍କୁ ମିଳିବ ମାଗଣା ଉନ୍ନତ ବିଜୁଳି।

ମାଗଣା ଜଳ ସହ ଚାଷୀଙ୍କୁ ୫ ଲକ୍ଷ ବୀମା ମିଳିବାର ପ୍ରତିଶ୍ରୁତି ଦେଲେ କେସିଆର। ଏହାସହ ଚାଷୀଙ୍କ ସବୁ ଫସଲ ସରକାର କିଣିବେ, କ୍ଷମତାକୁ ଆସଲେ କହିଲେ ବିଆରଏସ ନେତା। ଦଳିତ ବନ୍ଦୁ ସ୍କିମରେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏକର ପିଛା ୧୦ ହଜାର ଟଙ୍କା ବିନିଯୋଗ କରିବା ପାଇଁ ମିଳିବ। କଥା ଛଳରେ ବିଜେପିକୁ କଲେ ଟାର୍ଗେଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ