Masthead

ମନମୋହନଙ୍କୁ ପୁଣି ଦିଲ୍ଲୀ ଡାକରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନମୋହନଙ୍କ ଏକା ଲଢିବୁ ମନ୍ତବ୍ୟକୁ ନେଇ ବିଜେଡିରେ ଦ୍ୱନ୍ଦ୍ଵ । କେନ୍ଦ୍ର ବିଜେପି ସହ ପୁଣି ଆଲୋଚନା ପାଇଁ ନିଷ୍ପତ୍ତି । ଖୁବଶୀଘ୍ର ବିଜେଡି ଶୀର୍ଷ ନେତୃତ୍ୱ ଦିଲ୍ଲୀ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା । ଗଣମାଧ୍ୟମରେ ଚୂଡ଼ାନ୍ତ ସୂଚନା ଦେବା ପୂର୍ବରୁ କେନ୍ଦ୍ର ବିଜେପି ସହ କଥା ହେବ ବିଜେଡି । କେନ୍ଦ୍ର ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ବିଜେଡି ।

ମେଣ୍ଟ ନ ହେଲେ ବି ସଂସଦରେ ସମର୍ଥନ ଦେବାକୁ ବିଜେଡି ପ୍ରସ୍ତୁତ । କେନ୍ଦ୍ର ବିଜେପି ସହ ବୈଠକ ପରେ ମେଣ୍ଟ ନେଇ ମତ ରଖିବ ବିଜେଡି । ସେପଟେ ପୁଣି ମନମୋହନଙ୍କୁ ଦିଲ୍ଲୀ ଡାକିଲା କେନ୍ଦ୍ର ବିଜେପି । ମନମୋହନଙ୍କ ଉପସ୍ଥିତିରେ ହୋଇପାରେ ବିଜେଡି ସହ ଶେଷ ବୈଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ