Masthead

‘ୟାଶ୍’ ପାଇଁ ସତର୍କ କରିବାକୁ ଟେଲିକମ ବିଭାଗ ପଠାଇଛି ୬କୋଟି ମେସେଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ୟାଶ’ ପ୍ରଭାବରେ ଅଧିକ ପ୍ରଭାବିତ ହୋଇନି ଟେଲିଯୋଗାଯୋଗ ସେବା । ଏନେଇ ବୁଧବାର ସୂଚନା ଦେଇଛି ଟେଲିକମ୍ ବିଭାଗ । ସେହିପରି ସାମୁଦ୍ରିକ ବାତ୍ୟା ବିଷୟରେ ସଚେତନ କରାଇବାକୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଲୋକଙ୍କୁ ଆଞ୍ଚଳିକ ଭାଷାରେ ମୋଟ ୬କୋଟି ମେସେଜ ପଠାଇଥିଲା ଟେଲିକମ୍ ବିଭାଗ । ଟେଲିକମ୍ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମେ ୨୪ ଓ ୨୫ ତାରିଖରେ ‘ଡିଓଟି’ ଏବଂ ‘ସିଡିଓଟି’ର କମନ ଆଲର୍ଟ ପ୍ରୋଟକଲକୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ବ୍ୟାପକ ବ୍ୟବହାର କରିଥିଲେ ।

ସ୍ଥାନୀୟ ଅଧିବାସୀଙ୍କୁ ସତର୍କ କରାଇବା ପାଇଁ ଆଞ୍ଚଳିକ ଭାଷାରେ ଓଡ଼ିଶାକୁ ୨.୪୩କୋଟି, ପଶ୍ଚିମବଙ୍ଗକୁ ୩.୮୭କୋଟି ଓ ଆନ୍ଧ୍ରପ୍ରଦେଶକୁ ୩୬.୪ଲକ୍ଷ ମେସେଜେ ପଠାଇଥିଲେ । ସେହିପରି ପ୍ରଥମ ଥର ଲୋକଙ୍କୁ ‘ଭଏସ୍ ଆଲର୍ଟ’ ମଧ୍ୟ ପଠାଯାଇଥିବା କହିଛନ୍ତି ଟେଲିକମ୍ ସଚିବ ଅଂଶୁ ପ୍ରକାଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ