Masthead

X କ୍ୟାଟାଗୋରୀ ସୁରକ୍ଷାରେ ବିଜେପିର ୬୧ ବିଧାୟକ

କୋଲକାତା(ବଡ଼ ଖବର ବ୍ୟୁରୋ): ସରିଲା ନିର୍ବାଚନ, ବଢିଲା ହିଂସା । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ରାଜ୍ୟରେ ଦେଖାଦେଇଥିଲା ବ୍ୟାପକ ହିଂସା । ଜଳାପୋଡା, ଭଙ୍ଗାରୁଜା ସହ ହୋଇଥିଲା ରକ୍ତପାତ । ଯାହାର ଭିଡ଼ିଓ ସୋମସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ହିଂସା ମଧ୍ୟରେ ଅନେକ ବିଜେପି ନେତାଙ୍କୁ ମଧ୍ୟ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷା ଉପରେ ବିସ୍ତୃତ ସମୀକ୍ଷା ପରେ ନିଆଯାଇଛି ବଡ ନିଷ୍ପତ୍ତି । ଏହି ନେତାଙ୍କୁ ମିଳିଛି ଟ୍ଟ କ୍ୟାଟାଗୋରୀ ସୁରକ୍ଷା।

ଏହା ପୂର୍ବରୁ ୭୦ ଜଣଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା, ଯାହା ମେ’ ୧୫ ପର୍ୟ୍ୟନ୍ତ ବୈଧ ରହିଛି । ବିଜେପିର ଏହି ୭୦ ନେତାଙ୍କ ସୁରକ୍ଷାରେ ମଧ୍ୟ ସିଆଇଏସଏଫଙ୍କୁ ମୁତୟନ କରାଯାଇଛି । ପଶ୍ଚିମବଙ୍ଗରୁ କ୍ରମାଗତ ଭାବେ ହିଂସା ଘଟଣା ସାମ୍ନାକୁ ଆସୁଛି । ନିର୍ବାଚନ ସମୟରେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ହୋଇଥିଲା ସଂଘର୍ଷ । ଯେଉଁଥିପାଇଁ ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିଥିଲା ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି