Masthead

ମତେ ଗିରଫ କରିଦେବେ…ଲକ୍ଷ ଲକ୍ଷ କେଜ୍ରିୱାଲଙ୍କୁ କିପରି କରିବେ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରୋଡ ଶୋ’ କରିଥିଲେ । ଯେଉଁଠି ସେ ବଜେପିକୁ କଡ଼ା ସଲେଶଚନା କରିଛନ୍ତି । ଅରବିନ୍ଦ କହିଛନ୍ତି ଯେ ପ୍ରତିଦିନ ସେମାନେ ଦିଲ୍ଲୀରେ ଠିଆ ହୋଇ ଗିରଫ କରାଯିବ ବୋଲି ଧମକ ଦେଉଛନ୍ତି।

ଆପଣ କେଜ୍ରିୱାଲଙ୍କ ଶରୀରକୁ ଗିରଫ କରିଦେବେ, କିନ୍ତୁ କେଜ୍ରିୱାଲଙ୍କ ଚିନ୍ତାଧାରାକୁ କିପରି ଗିରଫ କରିବେ। ହଜାର ହଜାର- ଲକ୍ଷ ଲକ୍ଷ କେଜ୍ରିୱାଲଙ୍କୁକିପରି ଗିରଫ କରିବେ। ଆପଣ କାହାର ମୁହଁ ବନ୍ଦ କରିବେ? ଆମେ ଆନ୍ନା ଆନ୍ଦୋଳନରୁ ବାହାରି ଆସିଛୁ। ତୁମେ ଆମକୁ ଗିରଫ କରିଦେବ, କିନ୍ତୁ ରାମଲିଲା ମଇଦାନକୁ ଆସୁଥିବା କୋଟି କୋଟି ଲୋକଙ୍କୁ ତୁମେ କିପରି ଗିରଫ କରିବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା