Masthead

ସତ୍ୟପାଲଙ୍କ ପ୍ରେସ ସେକ୍ରେଟାରୀଙ୍କ ଘରେ ସିବିଆଇ ରେଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସତ୍ୟପାଲ ମଲିକଙ୍କ ପ୍ରେସ ସେକ୍ରେଟାରୀଙ୍କ ଘରେ ସିବିଆଇ ରେଡ଼ । ବୁଧବାର ସିବିଆଇ ଟିମ୍ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପ୍ରେସ ସେକ୍ରେଟାରୀ ସୂନାକ ବାଲିଙ୍କ ଘର ସମେତ ଜାମ୍ମୁ କାଶ୍ମୀର ଏବଂ ଦିଲ୍ଲୀର ୯ଟି ସ୍ଥାନରେ ଚଢଉ କରିଛି । ଏକ ବୀମା ସ୍କାମରେ ସିବିଆଇ ଏହି ଚଢାଉ କରିଛି ।

ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରୁପ ମେଡିକାଲ ଇନସୁରାନ୍ସ ସ୍ମିମ ଏବଂ ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପ ଲାଗି ଚୁକ୍ତିନାମା ପ୍ରଦାନ ପାଇଁ ତାଙ୍କୁ ଲାଞ୍ଚ ଯଚା ଯାଇଥିବା ସତ୍ୟପାଲ ମଳିକ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ସିବିଆଇ ଦୁଇଟି ଏଫଆଇଆର କରିଥିଲେ । ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ମଧ୍ୟରେ ଜାମ୍ମୁ କାଶ୍ମରୀର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ସମୟରେ ଦୁଇଟି ଫାଇଲ କ୍ଲିଅ କରିବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଅଫର ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ