Masthead

ଚୋରା କୋଇଲା କାରବାରର ହବ୍ ପାଲଟିଛି ଚାନ୍ଦବାଲି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବାଂଶଡା ଓ ଚାନ୍ଦବାଲି ଥାନା ପୋଲିସର ନାକତଳେ ଚାଲିଛି ଚୋରା କୋଇଲା କାରବାର । ପ୍ରତେ୍ୟକ ଦିନ ରାତିରେ ଜଳ ପଥରୁ ଆରମ୍ଭ କରି ସ୍ଥଳ ପଥରେ ଚାଲୁଛି ଟନ୍ ଟନ୍ ଚୋରା କୋଇଲା କାରବାର । ମାଣିପୁର, ବିରିହରପୁର, ପଳାସପୁର ଏବଂ ଯଶିପୁର ଠାରୁ ରାତିରେ ୫୦ରୁ ଅଧିକ ଚୋରା କୋଇଲା ବୋଝେଇ ପିକ୍ଅପ ଯାଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକେ ଏବିଷୟରେ ଅଭିଯୋଗ କଲେ ପୋଲିସ ସେମାନଙ୍କୁ ନାଲିଆଖି ଦଖାଉଥିବା ଅଭିଯୋଗ ହେଉଛି। ବାଂଶଡା ଥାନା ବିରିହର ପୁର, ଜଶୀପୁର ଅଞ୍ଚଳରେ ଧାମରା ଆଦାନୀ ଚଳନ୍ତା ଟ୍ରେନରୁ ଚୋରା କୋଇଲା କାଢ଼ି ମାଫିଆମାନଙ୍କୁ ସାଗମାଛ ଦାମରେ ବିକ୍ରି କରିଥାନ୍ତି । ସେହି କୋଇଲାକୁ ମାଫିଆମାନେ ବାହାର ଜିଲ୍ଲାକୁ ରପ୍ତାନୀ କରି ଅନେକ ଅର୍ଥ ରୋଜଗାର କରିଥାନ୍ତି । ତୁରନ୍ତ ଏଭଳି କାର୍ୟ୍ୟ ବନ୍ଦ କରିବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ