Masthead

ମଙ୍ଗଳରେ ଚାଲିଲା ରୋଭର ‘ଜୁରୋଙ୍ଗ’

(ବଡ଼ ଖବର ବ୍ୟୁରୋ):ଚୀନର ମହାକାଶ ଯାନ ମଙ୍ଗଳ ପୃଷ୍ଠାରେ ସଫଳତାର ସହ ଶନିବାର ଅବତରଣ କରିଛି ଜୁରୋଙ୍ଗ । ଶନିବାର ବେଜିଙ୍ଗ ସମୟ ୧୦ଟା ୪୦ରେ ମଙ୍ଗଳରେ ଅବତରଣ କରିଛି ଏହି ରୋଭର । ରିମୋଟ୍‌ ନି‌ୟନ୍ତ୍ରିତ ମୋଟୋର୍‌ ଚାଳିତ ରୋଭର୍‌ଟି ‘ଲ୍ୟାଣ୍ଡିଙ୍ଗ୍‌ କ୍ୟାପ୍‌ସୁଲ’ର ଶିଡ଼ିଦ୍ବାରା ଓହ୍ଲାଇ ମଙ୍ଗଳ ଗ୍ରହ ପୃଷ୍ଠରେ ଚାଲିବା ପରେ ଚୀନର ପ୍ରଥମ ଅଭିଯାନ ସଫଳ ହୋଇଛି।

ଏଥିସହ, ଯୁକ୍ତରାଷ୍ଟ୍ର ଆମେରିକା ପରେ ମଙ୍ଗଳ ଗ୍ରହରେ ଭୂପୃଷ୍ଠ ଯାନ ମୁତୟନକାରୀ ଦ୍ବିତୀୟ ଦେଶ ଭାବେ ଚୀନ୍‌ ପରିଗଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ