Masthead

ଡିଆରଡିଓ ତଥ୍ୟ ଲିକ୍: ମିଳୁଛି ରହସ୍ୟମୟୀଙ୍କ ତଥ୍ୟ

(ବଡ଼ ଖବର ବ୍ୟୁରୋ): ଡିଆରଡିଓ ତଥ୍ୟ ଲିକ ମାମଲା । ଗିରଫ ଅଭିଯୁକଙ୍କ ଜେରାର ୪ର୍ଥ ଦିନ । ଜେରା ବେଳେ ମିଳୁଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୦ ଫେବୃଆରୀ ପ୍ରଥମେ ଯୁବତୀ ଜଣକ ଅଭିଯୁକଙ୍କ ସମ୍ପର୍କରେ ଆସିଥିଲେ । ନିୟମିତ ଯୁବତୀଙ୍କ ସହ ହ୍ଵାଟ୍ସଆପ, ଫେସବୁକରେ ଭିଡିଓ କଲରେ ସମ୍ପର୍କରେ ରହୁଥିଲେ । କେତେବେଳେ ଇଂଲଣ୍ଡରେ କାମ କରୁଥିବା ବେଳେ ମିସାଇଲ ଉପରେ ଆଗ୍ରହ ଥିବା କହିଥିଲେ ଯୁବତୀ।

ଆଉ କିଛି ଅଭିଯୁକଙ୍କୁ ରାଜସ୍ଥାନରେ ରହି ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି । ଆଉ କାହାକୁ ପୋର୍ଟ ବ୍ଲେୟାରରେ ନର୍ସ କାମ କରିବାକୁ କହିଥିଲେ । କେତେବେଳେ ଚଣ୍ଡିଗଡରେ ସେନାର ଲୋୟର ଡିଭିଜନ କ୍ଲର୍କ କାମ କରୁଥିବା ମଧ୍ୟ ଦେଇଥିଲେ ପରିଚୟ । ଇଂରାଜୀ, ହୀନ୍ଦି ଭାଷାରେ ଦେଢ ବର୍ଷ ଧରି କଥା ହେଉଥିଲେ ଅଭିଯୁକ୍ତ । ସେପଟେ ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେ ନେଇ ଖୋଳତାଡ କରାଯାଉଛି । ୟୁକେ ସରକାରଙ୍କୁ ମଗାଯିବ ହ୍ବାଟସ ଆପ ନମ୍ବରର ଡିଟେଲ୍ସ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟ ଲେସ ଏୟାରକ୍ରାଫ୍ଟ ପରୀଷଣ ହେଉଥିବାରୁ ଏୟାରଫୋର୍ସ କରୁଛି ତଦନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା