Masthead

ଲାଲକିଲା ରୂପରେ ସ୍କୁଲ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାର ଗନ୍ଧିପାଲିରେ ଥିବା ଏକ ବିଦ୍ୟାଳୟକୁ ଏପରି ରଙ୍ଗବେରଙ୍ଗ ଭାବେ ସୁସଜ୍ଜିତ କରାଯାଇଛି ଯେ ହଠାତ୍ ଦେଖିଲେ ଭ୍ରମ ସୃଷ୍ଟି କରୁଛି । ସତରେ ଯେମିତି ପିଲାମାନେ ଲାଲକିଲାରେ ପାଠ ପଢିବେ। ବିଦ୍ୟାଳୟଟିକୁ ଏଭଳି ଆକର୍ଷଣୀୟ ରୂପରେ ସଜା ଯାଇଥିବାରୁ ଛାତ୍ରଛାତ୍ରୀମାନେ ଭାରି ଖୁସି। ଓଡ଼ିଶା ଆଦର୍ଶ ବିଦ୍ୟାଳୟଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତି ମନୋରମ ଭାବରେ ସଜେଇ ଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସେପଟେ ଉତ୍ତମ ସୁବିଧା ସୁଯୋଗ ସହ ଡିଜିଟାଲ କ୍ଲାସରୁମ ଏବଂ ଇ ଲାଇବ୍ରେରୀ ମାଧ୍ୟମରେ ଆମେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିପାରିବୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଉଦଘାଟନର ତାରିଖ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ବିଦ୍ୟାଳୟଟିର ସାଜସଜ୍ଜା ଲୋକଙ୍କୁ ଆକୃଷ୍ଟ କରିଛି । ଉନ୍ନତମାନର ପରିବେଶରେ ଛାତ୍ରଛାତ୍ରୀମାନେ ପାଠ ପଢିବା ସହ ଆଧୁନିକ ଦୁନିଆ ସମ୍ପର୍କରେ ଆହୁରି ଅଧିକ ଜ୍ଞାନ ଗ୍ରହଣ କରି ପାରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି