Masthead

ଜମିଜମା ବିବାଦକୁ ନେଇ ଥାନା ଆଗରେ ପରିବାର ସହ ଧାରଣା

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ପୈତୃକ ଜମିଜମା ବିବାଦକୁ ନେଇ ବାଲିଆପାଳ ପୋଲିସ ପକ୍ଷରୁ ନ୍ୟାୟ ନପାଇବା ପ୍ରତିବାଦରେ ବାଲିଆପାଳ ଥାନା ଆଗରେ ଧାରଣାରେ ବସି ଛନ୍ତି ପରିବାର । ବାଲିଆପାଳ ଥାନା ଅଧୀନ ବଳରାମ ବେହେରା ଓ ରବିନ୍ଦ୍ର ବେହେରା ପରିବାର ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗିରହିଥିବା ବେଳେ ବଳରାମ ବେହେରାଙ୍କ ପରିବାର ନ୍ୟାୟ ପାଇଁ ବାରମ୍ବାର ବାଲିଆପାଳ ଥାନାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଫଳରେ ରବିନ୍ଦ୍ର ବଳରାମ ବେହେରାଙ୍କ ପରିବାରକୁ ନାନାଦି ହୈରାନ୍ ହରକତ କରିବା ସହ ବାହାରିବା ପାଇଁ ରାସ୍ତା ମଧ୍ୟ ବନ୍ଦ କରିଥିଲେ। ବାଲିଆପାଳ ଥାନାରେ ବାରମ୍ବାର ଅଭିଯୋଗ ପରେ କୌଣସି ନ୍ୟାୟ ନମିଳିବାରୁ ବାଧ୍ୟହୋଇ ନିଜର ବୁଢା ବାପା,ମାଆଙ୍କ ସହ ସପରିବାର ବାଲିଆପାଳ ଥାନା ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..