ୟୁକ୍ରେନ୍‌ ଯୁଦ୍ଧରେ ଏବେ ଚୀନ୍‌ ଅସ୍ତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୟୁକ୍ରେନ୍‌ରେ ବାଖମୁଟ ପାଇଁ ଚାଲିଛି ଜୋରଦାର ଲଢ଼େଇ । ୟୁକ୍ରେନ୍‌କୁ ବାହାରୁ ଅସ୍ତ୍ର ଯୋଗାଣକୁ ବାଧା ଦେବା ପାଇଁ ରୁଷ୍ ସେନା ଚେଷ୍ଟା କରୁଛି। ଏହା ସତ୍ତ୍ୱେ ଆସିଛି ଆଉ ଏକ ଖବର । ୟୁକ୍ରେନ୍‌ ଯୁଦ୍ଧରେ ଏବେ ଚୀନ୍‌ ଅସ୍ତ୍ର ଚର୍ଚ୍ଚାରେ ରହିଛି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ କହିବା ଅନୁସାରେ ରୁଷ୍ ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ରରେ ଚୀନ୍ ଯନ୍ତ୍ରାଂଶ ଦେଖିବାକୁ ମିଳୁଛି। କଟକଣା ଯୋଗୁ ରୁଷ୍ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ଯନ୍ତ୍ରାଂଶ ମଗାଇ ପାରୁ ନ ଥିବାରୁ ଏହା ଚୀନ୍ ଉପରେ ନିର୍ଭର କରୁଥିବା ଏବଂ ଚୀନ୍ ଯନ୍ତ୍ରାଂଶ ଯୋଗାଉଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

ସେପଟେ ୟୁକ୍ରେନ୍‌ ପ୍ରତିରୋଧ ଅବ୍ୟାହତ ରଖିଥିବା ବେଳେ ରୁଷ୍ ଜବରଦଖଲ କରିଥିବା କ୍ରିମିଆ ମାଟିରୁ ବି ହଟିଯିବା ପାଇଁ ଦାବି କରୁଛି। ରୁଷ୍‌ର ଘରୋଇ ସାମରିକ ଠିକାଦାର ୱାଗନର ଗ୍ରୁପ୍ ବାଖମୁଟକୁ ଦଖଲ କରିବା ପାଇଁ ଅଭିଯାନର ନେତୃତ୍ବ ନେଉଥିବା ବେଳେ ଏବେ ରୁଷ୍‌ର ପାରମ୍ପରିକ ସେନା ମଧ୍ୟ ଏଥିରେ ସାମିଲ ହୋଇଯାଇଛି। ଫଳରେ ଯୁଦ୍ଧ ଅଧିକ ଭୟଙ୍କର ହୋଇଛି ଏବଂ ଉଭୟ ପକ୍ଷରୁ ମୃତାହତ ସଂଖ୍ୟା ବୃଦ୍ଧି ପାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ