Masthead

ବନ୍ଦ ରହିବ ସିନେମା ହଲ, ରୋଜଗାର ହରାଇବେ ଶାହାରୁଖ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଲିଉଡ଼ କିଙ୍ଗଖାନ ଶାହାରୁଖ ଖାନ ତାଙ୍କର ବ୍ଲକବଷ୍ଟର ଫିଲ୍ମ ପଠାନ ପରେ ଏବେ ନିଜର ଆଉ ଏକ ନୁତନ ସିନେମା ‘ଜବାନ’ କୁ ନେଇ ପୁଣିଥରେ ଧମାକା କରିବାକୁ ସମ୍ପୂର୍ଣ୍ଣ ଭାବରେ ପସ୍ତୁତ ଅଛନ୍ତି । ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ଭିତରେ ରହିଛି ଆନେକ ଉକôଣ୍ଠା ।ସେପଟେ ଶାହାରୁଖ ନିଜେ ମଧ୍ୟ ଫିଲ୍ମଟିର ପ୍ରଚାର ପ୍ରସାର ପାଇଁ ଲାଗିପଡିଛନ୍ତି । ସିନେମାଟି ୭ ସେପ୍ଟେମ୍ବର ଆସନ୍ତା କାଲି ରିଲିଜ ହେବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ରୋଚକ ଖବର । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର କିଛି ସିଲେମା ହଲ୍ ବନ୍ଦ ରହିବ ।

ଜି-୨୦ସମ୍ମିଳନୀ ପାଇଁ ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ପ୍ରମୁଖ ନେତାମାନେ ମଧ୍ୟ ଏଥିରେ ଯୋଗଦେବେ । ସେଥିପାଇଁ ଦିଲ୍ଲୀର କିଛି ସ୍ଥାନରେ ସୁରକ୍ଷାକୁ କଡାକଡି କରାଯାଇଛି । ସେହିକ୍ରମରେ ଦିଲ୍ଲୀର ୪ଟି ସିନେମାହଲକୁ ବନ୍ଦ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏଭଳି କରାଯିବାଫଳରେ ଜବାନ ଫିଲ୍ମଟିର ରୋଜଗାର ଉପରେ କେତେ ପ୍ରଭାବ ପକାଇବ ସେ ନେଇ ଚାରିଆଡେ ଚର୍ଚ୍ଚା ଚାଲଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ