Before Header

ଗଣେଶ ପୂଜାରୁ ନୂଆ ସଂସଦ ଭବନ

0 27

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗଶେଶ ପୂଜାରେ ହେବ ନୂଆ ସଂସଦ ଭବନରେ ବୈଠକ ଆରମ୍ଭ ହେବ । କେନ୍ଦ୍ରସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ୧୯ ତାରିଖ ଗଣେଶ ପୂଜାରୁ ନୂଆ ସଂସଦ ଭବନରେ ଏହି ଅଧିବେଶନର ଦ୍ୱିତୀୟ ଦିନ ଅନୁଷ୍ଠିତ ହେବ ।

୧୮ ତାରିଖରେ ଏହି ବୈଠକ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ । ଏହାପରେ ୪ ଦିନ ନୂଆ ସଂସଦ ଭବନରେ ବୈଠକ ଚାଲିବ । ଏହି ଅଧିବେଶନରେ ସରକାର ‘ୱାନ ନେଶନ ୱାନ ଇଲେକଶନ’କୁ ନେଇ ବିଲ ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.