Masthead

ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ, ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ’: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ୟ୍ୟଙ୍କ ଟାର୍ଗେଟ । ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି ପଚାରିଲେ ପୀତାମ୍ବର । ପୁରୀ ଜିଲ୍ଲାର ଜଣେ ବିଜେଡି ନେତା ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି କହିଥିଲେ । ତେଣୁ ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ଡୁପ୍ଲିକେଟ ଚାବି ମିଳିଛି ବୋଲି କହିଥିଲେ । ତେବେ ରତ୍ନଭଣ୍ଡାର ଖୋଲିବାରେ ପ୍ରତିବନ୍ଧକ କେଉଁଠି ଥିଲା ?

ମିଳିଥିବା ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ ସ୍ପଷ୍ଟୀକରଣ ରଖନ୍ତୁ । ୫ ବର୍ଷ ହେଲା କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ । ଜଷ୍ଟିସ ରଘୁବୀର ଦାସ କମିଟି ଶୀତଳ ଭଣ୍ଡାରରେ ନରଖି ବିଧାନସଭାରେ ଉପସ୍ଥାପନ କରନ୍ତୁ ଏବଂ ତାଙ୍କ ସୁପାରିଶ ଉପରେ କଣ ଆକ୍ସନ ନିଆଯାଇଛି ତାହା ସାର୍ବଜନୀନ କରାଯାଉ ବୋଲି ଦାବି କରିଛି ବିଜେପି । ‘ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ସରକାର ଦାୟିତ୍ୱ ହସ୍ତାନ୍ତର କରନ୍ତୁ’। ‘ଯଦି ଜଗନ୍ନାଥଙ୍କ ପ୍ରକୃତ ଭକ୍ତ, କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାନ୍ତୁ ମୁଖ୍ୟମନ୍ତ୍ରୀ’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ