Masthead

୯ଦଫା ଦାବିରେ ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଏମସି ଅଫିସ ଘେରାଉ କରିଛନ୍ତି ସଫେଇ ଶ୍ରମିକ ସଂଘ । ସେମାନେ ଦୀର୍ଘଦିନ ଧର ବିଏମସି ଅଧୀନରେ କାମ କରୁଥିଲେ ମଧ୍ୟ ବିଏମସି ଆୱାର ଲ୍ୟାଣ୍ଡ ଠିକାଦାର ଅଧୀନରେ ମଧ୍ୟ କାମ କରିଛନ୍ତି । କିନ୍ତୁ ପୂର୍ବରୁ ଥିବା ଠିକାଦାର ଜାଗୃତି ଏହି ଗରିବ ସଫେଇ କର୍ମଚାରୀ ମାନଙ୍କୁ ଠକିଦେଇ ଯାଇଥିବାବେଳେ ଏବେ ଥିବା ଆୱାର୍ ଲ୍ୟାଣ୍ଡ ଆମକୁ ଆଇନ୍ ଅନୁସାରେ କୌଣସି ସୁବିଧା ସୁଯୋଗ ଯୋଗାଇ ଦେଉନାହିଁ ବୋଲି ସେମାନେ କହିଛନ୍ତି ।

ତେବେ ୯ ଦଫା ଦାବି ନେଇ ସେମାନେ କିଛି ଦିନ ବିଏମସି ଅଫିସ ଘେରାଉ କରିଥିଲେ ଯଦି ସାତ ଦିନ ଭିତରେ ପୁରଣ ନକଲେ ୧୦ ତିଖରେ ସମ୍ପୁର୍ଣ୍ଣ କାର୍ଯ୍ୟବନ୍ଦ କରିବେ ବୋଲି କହିଥିଲେ । ଦାବି ପୁରଣ ନହେବାରୁ ଆଜି କାର୍ଯ୍ୟବନ୍ଦ କରିବା ସହ ବିଏମସି ଆଗରେ ବିକ୍ଷୋଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ