Masthead

୯ଦଫା ଦାବିରେ ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଏମସି ଅଫିସ ଘେରାଉ କରିଛନ୍ତି ସଫେଇ ଶ୍ରମିକ ସଂଘ । ସେମାନେ ଦୀର୍ଘଦିନ ଧର ବିଏମସି ଅଧୀନରେ କାମ କରୁଥିଲେ ମଧ୍ୟ ବିଏମସି ଆୱାର ଲ୍ୟାଣ୍ଡ ଠିକାଦାର ଅଧୀନରେ ମଧ୍ୟ କାମ କରିଛନ୍ତି । କିନ୍ତୁ ପୂର୍ବରୁ ଥିବା ଠିକାଦାର ଜାଗୃତି ଏହି ଗରିବ ସଫେଇ କର୍ମଚାରୀ ମାନଙ୍କୁ ଠକିଦେଇ ଯାଇଥିବାବେଳେ ଏବେ ଥିବା ଆୱାର୍ ଲ୍ୟାଣ୍ଡ ଆମକୁ ଆଇନ୍ ଅନୁସାରେ କୌଣସି ସୁବିଧା ସୁଯୋଗ ଯୋଗାଇ ଦେଉନାହିଁ ବୋଲି ସେମାନେ କହିଛନ୍ତି ।

ତେବେ ୯ ଦଫା ଦାବି ନେଇ ସେମାନେ କିଛି ଦିନ ବିଏମସି ଅଫିସ ଘେରାଉ କରିଥିଲେ ଯଦି ସାତ ଦିନ ଭିତରେ ପୁରଣ ନକଲେ ୧୦ ତିଖରେ ସମ୍ପୁର୍ଣ୍ଣ କାର୍ଯ୍ୟବନ୍ଦ କରିବେ ବୋଲି କହିଥିଲେ । ଦାବି ପୁରଣ ନହେବାରୁ ଆଜି କାର୍ଯ୍ୟବନ୍ଦ କରିବା ସହ ବିଏମସି ଆଗରେ ବିକ୍ଷୋଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା