Masthead

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ, ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା । ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି । ଶପଥ ପାଠ କରାଇଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ବି ଭି ନାଗରତ୍ନାଙ୍କ ସମେତ ୯ ଜଣ ସୁପ୍ରିମକୋର୍ଟରେ ଶପଥ ନେଇଛନ୍ତି । ଏହାଦ୍ୱାରା ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ହୋଇଛି ।

ତେବେ ଶପଥ ନେଇଥିବା ଜଜ୍ ମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ଚିଫ ଜଷ୍ଟିସ ଏ.ଏସ.ଓକା, ଗୁଜୁରାଟ ହାଇକୋର୍ଟର ଚିଫ ଜଷ୍ଟିସ ବିକ୍ରମ ନାଥ, ସିକ୍କିମ ହାଇକୋର୍ଟର ଚିଫ ଜଷ୍ଟିସ ଜେ.କେ.ମାହେଶ୍ୱରୀ, ତେଲେଙ୍ଗାନା ହାଇକୋର୍ଟର ଚିଫ ଜଷ୍ଟିସ ହୀମା କୋହଲି, କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ଚିଫ ଜଷ୍ଟିସ ବିଭି ନାଗରତ୍ନା, କେରଳ ହାଇକୋର୍ଟର ଜଷ୍ଟିସ ସିଟି ରବି କୁମାର, ମାଦ୍ରାସା ହାଇକୋର୍ଟର ପୂର୍ବତନ ଜଷ୍ଟିସ ଏମଏମ ସୁନ୍ଦ୍ରେସ, ଗୁଜୁରାଟ ହାଇକୋର୍ଟର ପୂର୍ବତନ ଜଷ୍ଟିସ ବେଲା ଏମ ତ୍ରିବେଦି, ବରିଷ୍ଠ ଆଇନଜୀବୀ ଜଷ୍ଟିସ ପି.ଏସ. ନରସିହ୍ମା ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା