କଂଗ୍ରାଜୁଲେସନ୍ସ ବେବୋ ଆଣ୍ଡ ସୈଫ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ନିକଟରେ ବଲିଉଡର ଚୁଲବୁଲି ନାୟିକା ‘ବେବୋ’ କରିନା କପୁର ଖାନ୍ ଆଣ୍ଡ ନବାବ ସୈଫ ଅଲ୍ଲୀ ଖାନ ଦ୍ୱିତୀୟ ଥର ପାଇଁ ପ୍ୟାରେର୍ଣ୍ଟସ ହେବାର ସୌଭଗ୍ୟ ଅର୍ଜନ କରିଛନ୍ତି । ପୁଣି ଥରେ ବେବୋ ଏକ କ୍ୟୁଟ ବେବି ବୟକୁ ଜନ୍ମ ଦେଇଛନ୍ତି ।

କରିନାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ଦୁହିଁଙ୍କ ପରିବାର ବେସ ଖୁସି ଆସିଛନ୍ତି। ଏହାକୁ ନେଇ ସୈଫ ମଧ୍ୟ ବହୁତ ଖୁସି ଥିବା କହିଛନ୍ତି । ସେ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ତୈମୁର ଏବଂ ନ୍ୟୁ ବର୍ଣ୍ଣ ବେବି ସହ ଫୋଟ ଉଠାଇ ସେୟାର କରି ‘ଉଇ ଆର ଭେରୀ ଲକି ଟୁ ହାଭ ଏ ବେବି ବୟ’ ଲେଖିବା ସହ ତାଙ୍କ ଫ୍ୟାନସ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଫ୍ୟାନସ୍ ଆଣ୍ଡ ଫ୍ରେଣ୍ଡସ୍ ମାନେ ମଧ୍ୟ ତାଙ୍କୁ ବହୁତ ସାରା ସୁଭେଛା ଜଣାଇଛନ୍ତି ।

କରିନା ଦ୍ୱିତୀୟ ସନ୍ତାନର ମା’ ହୋଇଥିବାବେଳେ ସୈଫ ଚତୁର୍ଥ ଥର ପାଇଁ ବାପା ବନିଛନ୍ତି । ସୈଫ ଏବଂ ତାଙ୍କର ପ୍ରଥମ ପତ୍ନୀ ଅମୃତା ସିଂଙ୍କ ଦୁଇଟି ସନ୍ତାନ ହେଉଛନ୍ତି ସାରା ଏବଂ ଇବ୍ରାହିମ । ଅମୃତା ସିଂଙ୍କ ସହ ସୈଫଙ୍କର ଡିଭର୍ସ ହେବା ପରେ ସୈଫ କରିନାଙ୍କୁ ବିବାହ କରିଥିଲେ । ତେବେ କରିନା ତାଙ୍କ ନ୍ୟୁବର୍ଣ୍ଣ ବେବି ନା କଣ ରଖିବେ ତାହାକୁ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନସ୍ ଆଣ୍ଡ ଫ୍ରେଣ୍ଡସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ