Before Header

ଭାଙ୍ଗିଲା ପୋଖରୀ ହୁଡ଼ା, ଚାଷ ଜମିରେ ପସିଲା ପାଣି

0 22

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ପୋଖରୀ ହୁଡ଼ା, ଚାଷ ଜମିରେ ପସିଲା ପାଣି । କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ଶ୍ରୀମୁଳା ଗାଁର ଅରଖବାହାଳରେ ପୋଖରୀ ହୁଡ଼ା ଭାଙ୍ଗି ଯିବାରୁ ଚାଷ ଜମିରେ ମାଟି ଓ ପାଣି ପଶିଗଲା । ଫଳରେ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯାଇଛି ଜ୍ଝ ସବୁ ବର୍ଷ ଏହି ପୋଖରିର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କାମ ଆସେ । ଚଳିତ ବର୍ଷ କାମ ହୋଇନଥିବାରୁ ପୋଖରୀରେ ଅତ୍ୟଧିକ ପାଣି ହେଇଯିବାରୁ ପୋଖରୀ ହୁଡା ଭାଙ୍ଗି ଯାଇଥିବା ସ୍ଥାନୀୟ ବାସିନ୍ଦା ଅନୁମାନ କରିଛନ୍ତି ଜ୍ଝ ଏ ବିଷୟରେ ସ୍ଥାନୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.