Masthead

ଦଶ ବର୍ଷ ହେଲା ବିରୋଧୀ ଦଳର ମାନ୍ୟତା ପାଉନି କଂଗ୍ରେସ : ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କଂଗ୍ରେସକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଛନ୍ତି କଂଗ୍ରେସ ବିଷୟରେ କହିବା ବା ଚର୍ଚ୍ଚା କରିବା ଉଚିତ ହେବ ନି । କଂଗ୍ରେସର ପରିଚୟ ବିଷୟରେ ସମସ୍ତେ ଜାଣିଛନ୍ତି । କଂଗ୍ରେସ କ’ଣ କରୁଛି, ତାର ବିଗତ ଇତିହାସ କ’ଣ, କଂଗ୍ରେସ ଏଠି କାହିଁକି ଆସିଛି ସେ ବିଷୟରେ ମୁଁ ଟୀକା ଟିପ୍ପଣୀ କରିବି ନାହିଁ । କଂଗ୍ରେସ ଯାହା କହୁଛି ମୁଁ ସେମିତି ଶୁଣି ନେଉଛି ।

ସେମାନେ ଯେତେ ଦଳ ମିଶି ଏକ ମଜବୁତ ବିରୋଧୀ ଦଳ ହେବାକୁ ଚେଷ୍ଟା କରନ୍ତୁ କଂଗ୍ରେସ ବିରୋଧୀ ଦଳ ଭାବେ ଦିଲ୍ଲୀରେ ପହଂଚିବ । ଦଶ ବର୍ଷ ହେଲା ବିରୋଧୀ ଦଳର ମାନ୍ୟତା ପାଉ ନାହାନ୍ତି । ଆମେ ଦୁଇରୁ ଏକାକୀ ତିନି ଶହ ତିନରେ ପହଂଚିଲୁଣି । ସେମାନେ କାହିଁକି ବିରୋଧୀ ଦଳ ମାନ୍ୟତା ପାଉ ନାହାନ୍ତି ସେ ନେଇ ସମୀକ୍ଷା କରିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ