Masthead

ସମଦୂରତ୍ୱରୁ ସମ୍ପୂର୍ଣ୍ଣ ସମର୍ପଣ କଲେ ନବୀନ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା । ଉଭୟ ବିଜେଡି ଏବଂ ବିଜେପିର ମେଣ୍ଟ ୬ ମାସ ତଳୁ ହୋଇସାରିଛି । ରାଜ୍ୟରେ ଆର୍ଟିଫିସିଆଲ ବିରୋଧୀ ଭଳି ବିଜେପି କାମ କରୁଥିଲା । ଆମେ ରାଜ୍ୟ ସରକାରଙ୍କ ବିରୋଧୀ ବୋଲି ଜନତାଙ୍କୁ କହୁଥିଲେ । ସାରା ବିଶ୍ୱରେ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରୀ ଦଳ ଏବଂ ବିରୋଧୀ ଦଳ ଏକ ହୋଇ ନିର୍ବାଚନକୁ ଓଲ୍ଲାଇବେ କେବେ କିଏ ଦେଖିନଥିବେ ।

ନବୀନ ବାବୁଙ୍କ ରାଜନୈତିକ ଜନ୍ମ ବିଜେପିରୁ ହୋଇଥିଲା ଏବେ ଶେଷ ସମୟରେ ମଧ୍ୟ ସିଏ ସେଇ ଦିଗକୁ ଯାଉଛନ୍ତି । ବିଜେଡି ଦଳ ବିଜେପି ଠାରୁ ସମଦୂରତ୍ୱ ନୁହେଁ ସମ୍ପୂର୍ଣ ସମର୍ପଣ କରିଛି । ଯଦି ଏହି ମେଣ୍ଟ ରାଜ୍ୟର ସ୍ୱାର୍ଥ ଵା ସ୍ପେଶାଲ କ୍ୟାଟେଗୋରି ଷ୍ଟେଟ ପାଇଁ କରିଥାନ୍ତେ ହୁଏ ତ ଲୋକ ଗ୍ରହଣ କରିଥାନ୍ତେ । କିନ୍ତୁ ସିଏ ନିଜ ସ୍ୱାର୍ଥ ପାଇଁ କରିଛନ୍ତି । ସେଥିପାଇଁ ବିଧାନସଭାରେ ମଧ୍ୟ ସରକାରଙ୍କୁ ସଠିକ ଢଙ୍ଗରେ ବିଜେପି ବିରୋଧ କରୁନଥିଲା । ବିଜେପି ୪୦୦ ଆସନ ଜିତିଲେ ସମ୍ବିଧାନକୁ ପରିବର୍ତ୍ତନ କରିଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ