Masthead

ଆମେ ପ୍ରମାଣିତ କରେଇବୁ ବିଜେଡି ବିଜେପି ଗୋଟେ: ତାରାପ୍ରସାଦ ବାହିନୀପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଛନ୍ତି ବାଚସ୍ପତି ଯାହାକୁ ଚାହିଁବେ ତାକୁ ବସେଇବେ । ଆମେ ପ୍ରମାଣିତ କରେଇବୁ ବିଜେଡି ବିଜେପି ଗୋଟେ । ବଜେଟରେ ନଥାଇ ବିଭିନ୍ନ ଯୋଜନା ତିଆରି କରୁଛନ୍ତି ଘୋଷଣା କରିଛନ୍ତି ।

ବିଜୁ ଗୁଣ୍ଡା ବାହିନୀ କରି ୪୦୦ କୋଟି ଘୋଷଣା କଲେ । ଜିଏସଟି ନା ରେ ହରିଲୁଟ କଲେ । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେଉଛନ୍ତି କଂଗ୍ରେସ । ଆମେ ଲୋକଙ୍କ ପାଇଁ ଅଛୁ । ଚାଷୀଙ୍କ, ମହିଳାଙ୍କ ସମସ୍ୟା ଉଠାଇବୁ । ବିଭିନ୍ନ ସମୟରେ ଲୋକ ପ୍ରତିନିଧିଙ୍କୁ ଅବହେଳା ପ୍ରସଙ୍ଗ ଉଠାଇବୁ । ବଜେଟ ଆସିଲେ ଜଣା ପଡିବ ଆଗୁଆ ନିର୍ବାଚନ ହବ କି ନାହିଁ । ବହୁତ ସମ୍ଭାବନା ଅଛି ଆଗୁଆ ନିର୍ବାଚନ ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ