Masthead

ଲୋକେ ଚିଠିକୁ ନୁହେଁ ବାଲଟ ବକ୍ସରେ ଜବାବ୍ ଦେବେ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନଙ୍କ ଓଡ଼ିଶାବାସୀଙ୍କୁ ଚିଠିକୁ ନେଇ କଂଗ୍ରେସର କଡ଼ା ସମାଲୋଚନା। ୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ଠକିଛନ୍ତି ନବୀନ। ବିଜେଡି ଓ ବିଜେପି ମିଶିକି ଅଛନ୍ତି। ଓଡ଼ିଶା ଦରିଦ୍ର ହେଇଯାଉଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ବଢ଼ି ଚାଲିଛି। ବାହାର କଣ୍ଟ୍ରାକ୍ଟର ଆସି କାମ କରିବେ। ଓଡ଼ିଆ କାମ ପାଉ ନାହାନ୍ତି ବୋଲି କହିଛନ୍ତି ଶରତ ।ସେ ଆହୁରି ମଧ୍ୟ କହିଛନ୍ତି ଖଣିଜ ସମ୍ପଦ ଲୁଟ୍ କରିବା ଉଭୟଙ୍କ ଲକ୍ଷ୍ୟ ।

୯୦୦ କୋଟି ଇଲୋକ୍ଟ୍ରୋରାଲ ବଣ୍ଡରେ ବିଜେଡିକୁ ମିଳିଛି। କିଏ ଦେଇଛି, କେମିତି ଆସୁଛି ଚାନ୍ଦା। ଆଉ ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଆହୁରି ୧୦ ବର୍ଷ ପାଇଁ ଲୋକଙ୍କୁ ଚିଠି ମାଧ୍ୟମରେ ନିବେଦନ କରୁଛନ୍ତି। କିନ୍ତୁ ଲୋକେ ଏ ଚିଠି କୁ ବିଶ୍ୱାସକୁ ନେବେ ନାହିଁ। ବାଲଟ ବକ୍ସରେ ଜବାବ୍ ଦେବେ ଲୋକେ। ନିଜ ଦଳ ବିଷୟରେ କହିଛନ୍ତି କଂଗ୍ରେସର ଟିକେଟ କସରତ ଚାଲିଛି।

ବହୁ ବଡ ନେତା ଆମ ଯୋଗାଯୋଗରେ ଅଛନ୍ତି। ବିଜେଡି ଓ ବିଜେପିକୁ ମେଣ୍ଟ ସୁନିଶ୍ଚିତ। କିନ୍ତୁ ଆମେ ମେଣ୍ଟକୁ ଅପେକ୍ଷା କରି ନାହୁଁ। କଂଗ୍ରେସର ଟିକେଟ ଘୋଷଣା ବିଳମ୍ବ ସହ ମେଣ୍ଟର ସମ୍ପର୍କ ନାହିଁ। ସବୁ ବୁଥରୁ ୨-୩ ଜଣଙ୍କ ନାଁ ଆସିଲାଣି। ତାକୁ ତର୍ଜମା କରି ଚୂଡ଼ାନ୍ତ କରାଯିବ। କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବହୁ କେନ୍ଦ୍ରୀୟ ନେତା ବି ଓଡ଼ିଶା ଆସିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ