Masthead

ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ଆଜିଠାରୁ ୧୧ ଫେବୃଆରୀ ଯାଏ ଆଶାୟୀମାନେ ଅନଲାଇନ ଯୋଗେ ଆବେଦନ କରିବେ। ସାମ୍ବାଦିକ ସମ୍ମିଳନୀରେ ୱେବ୍ ସାଇଟକୁ ଲଞ୍ଚ କଲେ ପ୍ରଭାରୀ ଅଜୟ କୁମାର। ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ସେ କଂଗ୍ରେସରେ ଥାଆନ୍ତୁ ବା ନ ଥାଆନ୍ତୁ। କେବଳ ଓଡ଼ିଆମାନଙ୍କ ପାଇଁ ଏହି ଫର୍ମ। ଇରାଜୀ ଏବଂ ଓଡ଼ିଆରେ ଫର୍ମ ଉପଲବ୍ଧ।

୨୪ ଟିକେଟ ବଣ୍ଟନ ସ୍ୱଚ୍ଛତା ପାଇଁ ପ୍ରଗମନ ଅଭିଯାନ। କଂଗ୍ରେସ ପ୍ରଭାରୀ କହିଛନ୍ତି ବିଜେଡି ଓ ବିଜେପି ବିରୋଧରେ ୨୪ ନିର୍ବାଚନ । ଉଭୟ ଏକ । ପ୍ରଧାନମନ୍ତ୍ରୀ ଆସି ପଦେ ବି ରାଜ୍ୟ ସରକାର ବିରୋଧରେ କହିଲେନି । ପାଣ୍ଡିଆନ, ଅଶ୍ଵିନୀ ବୈଷ୍ଣବ ଓ ପ୍ରଭାକରନ ଭଳି ଲୋକେ ରାଜ୍ୟ ନିର୍ବାଚନରେ ଭୂମିକା ନେବେ। କଂଗ୍ରେସର ଉଦ୍ଦେଶ୍ୟ ସାଧାରଣ ତଥା ଦକ୍ଷ ଲୋକଙ୍କୁ ନିର୍ବାଚନ ମଇଦାନକୁ ଆଣିବା । ପଇସା ଓଡ଼ିଶାରେ ମାଇନିଙ୍ଗ ମାଫିଆମାନଙ୍କ ହାତରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି