ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ଆଜିଠାରୁ ୧୧ ଫେବୃଆରୀ ଯାଏ ଆଶାୟୀମାନେ ଅନଲାଇନ ଯୋଗେ ଆବେଦନ କରିବେ। ସାମ୍ବାଦିକ ସମ୍ମିଳନୀରେ ୱେବ୍ ସାଇଟକୁ ଲଞ୍ଚ କଲେ ପ୍ରଭାରୀ ଅଜୟ କୁମାର। ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ସେ କଂଗ୍ରେସରେ ଥାଆନ୍ତୁ ବା ନ ଥାଆନ୍ତୁ। କେବଳ ଓଡ଼ିଆମାନଙ୍କ ପାଇଁ ଏହି ଫର୍ମ। ଇରାଜୀ ଏବଂ ଓଡ଼ିଆରେ ଫର୍ମ ଉପଲବ୍ଧ।

୨୪ ଟିକେଟ ବଣ୍ଟନ ସ୍ୱଚ୍ଛତା ପାଇଁ ପ୍ରଗମନ ଅଭିଯାନ। କଂଗ୍ରେସ ପ୍ରଭାରୀ କହିଛନ୍ତି ବିଜେଡି ଓ ବିଜେପି ବିରୋଧରେ ୨୪ ନିର୍ବାଚନ । ଉଭୟ ଏକ । ପ୍ରଧାନମନ୍ତ୍ରୀ ଆସି ପଦେ ବି ରାଜ୍ୟ ସରକାର ବିରୋଧରେ କହିଲେନି । ପାଣ୍ଡିଆନ, ଅଶ୍ଵିନୀ ବୈଷ୍ଣବ ଓ ପ୍ରଭାକରନ ଭଳି ଲୋକେ ରାଜ୍ୟ ନିର୍ବାଚନରେ ଭୂମିକା ନେବେ। କଂଗ୍ରେସର ଉଦ୍ଦେଶ୍ୟ ସାଧାରଣ ତଥା ଦକ୍ଷ ଲୋକଙ୍କୁ ନିର୍ବାଚନ ମଇଦାନକୁ ଆଣିବା । ପଇସା ଓଡ଼ିଶାରେ ମାଇନିଙ୍ଗ ମାଫିଆମାନଙ୍କ ହାତରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’