Masthead

ଖାଇଗଲେ ପାଇଖାନା

ଭଦ୍ରକ(ବଡ଼ ଖବର ବ୍ୟୁରୋ):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡ଼ାମୁଣି ଓ ବିନୋବାଭାବେ ନଗର ପଞ୍ଚାୟତର ଏକାଧିକ ଲୋକଙ୍କ ନାମରେ ସ୍ୱଚ୍ଛଭାରତ ମିଶନରେ ପାଇଖାନା ନିମାଣ ପାଇଁ ଟଙ୍କା ଉଠିଛି ହେଲେ ହିତାଧିକାରୀ ପାଇଖାନା ପାଇନଥିବା ଅଭିଯୋଗ ହୋଇଛି । ବାସୁଦେବପୁର ବ୍ଲକର ୨୧ହଜାର ପାଞ୍ଚସହ ୬ଜଣଙ୍କ ନାଁରେ ପାଇଖାନା ପାଇଁ ବିଲ ହୋଇଛି । ଚୁଡାମୁଣି ପଞ୍ଚକ୍ଷୟତରେ ଏକ ହଜାର ୯୬ଜଣ ହିତାଧିକାରୀ ପାଇଖାନା ପାଇଥିବା ନେଇ ବିଲ ହୋଇଛି ।

ଏଥିରେ ପ୍ରାୟତଃ ଦୁଇଶହ ଟି ଫଲସ ବିଲ ହୋଇଥିବା ଅଭିଯୋଗ ହୋଇଛି ।ସେହିପରି ବିନୋଭାବେନଗର ପଂଚାୟତ ରେ ଶହ ଶହ ପାଇଖାନା ବିଲ ଫଲସ ହୋଇଛି ବୋଲି ଅଭିଯୋଗ ହୋଇଛି । ଏସଂପର୍କ ରେ ବିଡ଼ିଓ ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି । କିଛି ଅସାଧୁ କମଚାରୀଙ୍କ ପାଇଁ ଏକାଧିକ ହିତାଧିକାରି ଯୋଜନା ରୁ ବଞ୍ଚିତ ହେଉଛନ୍ତି । ସିଂକ ଭାବେ ନଦନ୍ତ କରାଗଲେ ସତ୍ୟ ପଦାକୁ ଆସନ୍ତା ବୋଲି ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ