Masthead

ଜାଲ ନୋଟ ଜବତ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦା ଗୋଲେଇରୁ ଜାଲ ନୋଟ ଜବତ । ୮୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ବାରିପଦା ପୋଲିସ । ବୁଧବାର ରାତିରେ ବାରିପଦା ଗୋଲେଇରେ ୨ଜଣ ବ୍ୟକ୍ତି ଜାଲ ନୋଟ କାରବାର କରୁଥିବା ପୋଲିସ ଖବର ପାଇଥିଲା । ଘଟଣା ସ୍ଥଳରୁ ୨ଜଣଙ୍କୁ ପୋଲିସ ଗିରଫ କରିଛି । ରଖହରି ରଣାଙ୍କ ଠାରୁ ୫୦ ହଜାର ଓ ରାସବୀହାରୀ ରଣାଙ୍କ ଠାରୁ ପୋଲିସ ୩୫ ହଜାର ଟଙ୍କା ଜାଲ ନୋଟ ଜବତ କରିଛି ।

ଏହି ଜାଲ ନୋଟ ମଧ୍ୟରେ ରହିଛି ୧୦୦ ଏବଂ ୫୦୦ ଟଙ୍କିଆ ନୋଟ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋବାଇଲ ଏବଂ ବାଇକ ଜବତ କରାଯାଇଛି । ରଖହରି ଏବଂ ରାସବିହାରୀ ଦୁଇ ଭାଇ ବୋଲି ପୋଲିସ କହିଛି । ଜବତ କରାଯାଇଥିବା ଟଙ୍କା ମଧ୍ୟରେ ୧୧୦ଟା ୫୦୦ଟଙ୍କିଆ ଏବଂ ୩୦୦ଟା ୧୦୦ ଟଙ୍କିଆ ନୋଟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ