Before Header

ଶିଶୁପୁତ୍ର ଅପହରଣ

0 63

କାଶୀନଗର(ବଡ଼ ଖବର ବ୍ୟୁରୋ): ଗାଁ ଦାଣ୍ଡରୁ ଶିଶୁ ଅପହରଣ । ଗଜପତି ଜିଲ୍ଲା କାଶୀନଗରରେ ଘଟିଛି ଏଭଳି ଘଟଣା । କାଶୀନଗର କୁମୁଟିସାହିର ୬ ବର୍ଷର ଜାମି ହାର୍ଦ୍ଦିକ ଗାଁ ଦାଣ୍ଡରେ ଖେଳୁଥିଲେ । ହଠାତ୍ ୨ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ତାଙ୍କୁ ଅପହରଣ କରିନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅପହୃତ ହାର୍ଦ୍ଦିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.