Before Header

ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି କୋଭିଡ

0 38

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି କୋଭିଡ । ୧୦ ରୁ ୧୨ ଦିନ ପରେ କମିବ ସଂକ୍ରମଣ ହାର । ଏଣ୍ଡେମିକର ଅର୍ଥ ହେଉଛି ଏହି ରୋଗ ଏଣିକି ଆମ ଭିତରେ ରହିବ । କିନ୍ତୁ ଏହାର ପ୍ରଭାବ ବିପଦଜନକ ହେବ ନାହିଁ । ହସ୍ପିଟାଲରେ କୋଭିଡ ରୋଗୀ ସଂଖ୍ୟା ପୂର୍ବ ଲହର ଭଳି ବଢିବ ନାହିଁ । କୋଭିଡରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଦେଶରେ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୦ହଜାର ପାର୍ କରିଛି । ଦେଶରେ କରୋନା ସଂକ୍ରମଣ ବଢୁଥିବା ଦେଖି ସିରମ ଇଣଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ପୁଣି ଥରେ କୋଭିଶିଲ୍ଡ ଟିକା ଉତ୍ପାଦନ ଆରମ୍ଭ କରିଛି ।

Leave A Reply

Your email address will not be published.