Before Header

ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘ ପକ୍ଷରୁ ଆନ୍ଦୋଳନ

0 1,053

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ସରପଞ୍ଚଙ୍କ ମହାସଂଘର ବିକ୍ଷୋଭ । ବିଭିନ୍ନ ଦାବି ନେଇ ଏକାଠି ହୋଇଛନ୍ତି ସରପଞ୍ଚ । ନବୀନ ନିବାସ ଅଭିମୁଖେ ଯିବା ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ବେଶ୍ କିଛି ସମୟ ଧରି ପୋଲିସ ଓ ସରପଞ୍ଚଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ନାର୍ଯ୍ୟ ଦାବି ପୂରଣ ନ ହେଲେ ଆଗାମୀ ୨୪ ନିର୍ବାଚନ ବର୍ଜନ କରିବାକୁ ଦାବି କରିଛନ୍ତି ସରପଞ୍ଚମାନେ ।

Leave A Reply

Your email address will not be published.