Masthead

ଦିଗପହଣ୍ଡି ବସ ଦୁର୍ଘଟଣା, ଡେମୋ ଦେଖାଇଲା ଡ୍ରାଇଭର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିଗପହଣ୍ଡି ବସ ଦୁର୍ଘଟଣା । ଓଏସଆରଟିସି ବସ ଡ୍ରାଇଭର ଗିରଫ । ଡ୍ରାଇଭର ହେଲେ ମାନସ ପ୍ରଧାନ । ମାନସଙ୍କୁ ପଚରାଉଚରା କରୁଛି ପୋଲିସ । କେମିତି ହୋଇଥିଲା ଦୁର୍ଘଟଣା ସେ ସମ୍ପର୍କରେ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦୁର୍ଘଟଣାସ୍ଥଳକୁ ନେଇଥିଲା ପୋଲିସ । କେମିତି ହୋଇଥିଲା ଦୁର୍ଘଟଣା ସେ ସମ୍ପର୍କରେ ଡେମୋ ଦେଖାଇଛି ଗିରଫ ଡ୍ରାଇଭର ।

ଗତକାଲି ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲା ମାନସ । ଏହା ପରେ ବିଳମ୍ବିତ ରାତିରେ ଦିଗପହଣ୍ଡି ପୋଲିସ ଭୁବନେଶ୍ୱର ଆସି ମାନସକୁ ନିଜ ହେପାଜତକୁ ନେଇଥିଲା । ଆଜି ତାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁହୋଇଛି । ଦୁଇ ବସର ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ