Before Header

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଠାବ

0 76

ନାରଳା(ବଡ଼ ଖବର ବ୍ୟୁରୋ): ଆଜି ସକାଳୁ ନର୍ଲା ଥାନା ଅନ୍ତର୍ଗତ ଖାଇଚୁଁଆ ନିକଟବର୍ତ୍ତି ଏକ ଶାଗୁଆନ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତି ଜଣକ ଖାଇଚୁଆଁ ଗ୍ରାମର ଯୋଗେନ୍ଦ୍ର ବାଗ୍ ବୋଲି ଜଣା ପଡ଼ିଛି । ସ୍ଥାନୀୟ ଲୋକେ ନର୍ଲା ପୋଲିସକୁ ଖବର ଦେଲାପରେ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.