Masthead

ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ ହୋଇଛି । ଏହି ଘୋଡାର ନାମ ବିଗ୍ ଜେକ । ବୟସ ୨୦ । ବିଗ୍‌ ଜେକ୍‌ ସ୍ମୋକି ହୋଲ୍ ଫାର୍ମରେ ରହୁଥିଲା।

ଫାର୍ମର ମାଲିକ ଜେରୀ ଗିଲବର୍ଟଙ୍କ ପତ୍ନୀ ଭାଲିସିଆ ଗିଲବର୍ଟ କହିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ବିଗ୍ ଜେକର ମୃତ୍ୟୁ ହୋଇଥିଲା । ଗଣମାଧ୍ୟମରେ ଏହି ଖବର ବହୁ ପରେ ପ୍ରଚାର ହୋଇଥିଲା ।

ବିଗ୍ ଜେକର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ୍‌ ଥିଲା। ତାର ଓଜନ ପ୍ରାୟ ୧୧୩୬ କିଲୋଗ୍ରାମ ଥିଲା। ବିଶ୍ୱର ସବୁଠାରୁ ଉଚ୍ଚ ଓ ଜୀବନ୍ତ ଘୋଡା ଭାବରେ ୨୦୨୦ରେ ‌ବିଗ୍‌ ଜେକ୍‌ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲା । ବିଗ୍ ଜେକେ ଜନ୍ମ ନେବରାସ୍କାରେ ହୋଇଥିଲା ଏବଂ ଜନ୍ମ ସମୟରେ ତା’ର ଓଜନ ୧୦୯ କିଲୋଗ୍ରାମ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି