Before Header

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ

0 1,221

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ ମିଳିଛି। ବୋମା ପକାଇ ତାଙ୍କ ଉଡାଇଦେବାକୁ ଧମକରେ କୁହାଯାଇଛି। ମହାନଗର ନିଗମରେ ଏହି ଘଟଣାରେ ଏଫଆଇଆର୍‌ ରୁଜୁ ହୋଇଛି। ସୁରକ୍ଷା ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ପୋଲିସର ସିୟୁଜି ନମ୍ବରରେ ଏହି ଧମକପୂର୍ଣ୍ଣ କଲ କରାଯାଇଥିଲା। ତେବେ ଏହି ମାମଲାର ଏବେ ତଦନ୍ତ ଚାଲିଛି। ସିଏମ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା।

Leave A Reply

Your email address will not be published.