Masthead

ସମ୍ବଲପୁରୀଆ ଗୋଡ ଟାଣନ୍ତି : ଦେବେଶ ଆଚାର୍ଯ୍ୟ

ଅତାବିରା (ବଡ଼ ଖବର ବ୍ୟୁରୋ):ସମ୍ବଲପୁରୀଆଙ୍କୁ ଅପମାନିତ କଲେ ବିଜେଡି ବିଧାୟକ । ସମ୍ବଲପୁରୀଆଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଲେ ବରଗଡ଼ ବିଧାୟକ । ବିଜେପୁରରେ ଆୟୋଜିତ ସଭାରେ ସମ୍ବଲପୁରୀଆ ଗୋଡ ଟାଣନ୍ତି ବୋଲି କହିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ।

ଯେଉଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି ପଛରୁ ସମ୍ବଲପୁରୀଆ ଭଳି ତାଙ୍କର ଗୋଡ଼ ଟାଣୁଛନ୍ତି ବୋଲି କହିଛନ୍ତି ଦେବେଶ । ଏହାସହ ଖାଦ୍ୟଶସ୍ୟ ଉତ୍ପାଦନର ଭୁଲ ତଥ୍ୟ ଦେଇ ହଟହଟା ହେଇଛନ୍ତି ମଧ୍ୟ ହୋଇଛନ୍ତି । ଦେବେଶ କହିଛନ୍ତି ଯେ, ୨୦୦୦ ମସିହାରେ ୫୦ ଲକ୍ଷ ମାଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲା ଏବେ ୧ ଲକ୍ଷ ୩୦ ହଜାର ମାଟ୍ରିକ ଟନ ଉତ୍ପାଦନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର