Masthead

ଗ୍ରାହକଙ୍କୁ ଆଶ୍ୱସ୍ତି; ଶସ୍ତା ହେବ ଖାଇବା ତେଲ

(ବଡ଼ ଖବର ବ୍ୟୁରୋ):   ମହଙ୍ଗା ମାଡରୁ ନିସ୍ତାର ମିଳୁ ନ ଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଏକ ଖୁସି ଖବର । ଖାଉଟିମାନଙ୍କ ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି । ଖାଇବା ତେଲର ଦାମ କମିବା ନେଇ ସରକାରଙ୍କ ଘୋଷଣା ପରେ ଖାଉଟିଙ୍କୁ ସାମାନ୍ୟ ଅଶ୍ୱସ୍ଥି ମିଳିଛି । ଖାଇବା ତେଲ ଉପରୁ କୃଷି କର ଓ କଷ୍ଟମ ଡ୍ୟୁଟି ଉଠିଯିବା ପରେ ଏବେ ଖାଇବା ତେଲ ଦର ୧୫ ଟଙ୍କା ଯାଏ ହ୍ରାସ ପାଇବ ବୋଲି ସୂଚନା ରହିଛି ।

ଖାଇବା ତେଲର ବର୍ଦ୍ଧିତ ଦର ସହ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ସରକାରଙ୍କ ଘୋଷଣା ପରେ ଲୋକମାନେ ସାମନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ସୂଚନା ଅନୁସାରେ ଖାଇବା ତେଲ ଉପରୁ ଟିକସ ଉଠାଇବା ପରେ ଏହାର ଦର ୧୫ଟଙ୍କା ପର୍ଯ୍ୟନ୍ତ କମିବ ବୋଲି ଜଣାପଡିଛି । ଏହାକୁ ଅକ୍ଟୋବର ୧୪ରେ ଲାଗୁ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ