Before Header

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

0 1,215

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଲେ ଦେବାଶିଷ ନାୟକ । ଦେବାଶିଷ BJD ହାତ ଛାଡ଼ିଥିବାରୁ ଦଳ ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।  ପୂର୍ବରୁ ୨୦୧୯ରେ ଦେବାଶିଷଙ୍କୁ ନିର୍ବାଚନ ଲଢ଼ିବା ନେଇ ଟିକେଟ୍‌ ଦେଇନଥିଲା ବିଜେଡି । ଦେବାଶିଷଙ୍କ ପରିବର୍ତ୍ତେ ସୁନନ୍ଦାଙ୍କୁ ଦଳ ଭରସା କରିଥିଲା । ହେଲେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶିଷ ବିଜେଡିର ହାତ ଛାଡ଼ିଛନ୍ତି ।

Leave A Reply

Your email address will not be published.