Before Header

ବିଜେପି ଯେଉଁ କଳା ଧନର ଅଭିଯୋଗ କରୁଛି ତାହାର କିଛି ପ୍ରମାଣ ନାହିଁ: ଧ୍ରୁବ ସାହୁ

0 16

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଡ଼ିଆର ରିପୋର୍ଟ ଅନୁଯାୟୀ ବିଜେଡି ଦ୍ୱିତୀୟ ସର୍ବାଧିକ ଧନୀ ଦଳ ପ୍ରସଙ୍ଗ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେ କହିଛନ୍ତି ଏହା ସ୍ୱାଭାବିକ କଥା । ସବୁ ଦଳ ତାଙ୍କର ଆୟ ବ୍ୟୟର ହିସାବ ଦେଉଛନ୍ତି ଆମେ ବି ଦେଇଛୁ ।

ଏହି ରିପୋର୍ଟ ପୂର୍ବରୁ ଆସିଥିବା ଆଉ ଏକ ରିପୋର୍ଟ କହୁଛି ଜାତୀୟ ସ୍ତରରେ ବିଜେପି ପାଖରେ ସବୁଠୁ ଅଧିକ ଧନ ଅଛି । ସେ କଣ ବିଜେଡି ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି । ବିଜେପି ଯେଉଁ କଳା ଧନର ଅଭିଯୋଗ କରୁଛି ତାହାର କିଛି ପ୍ରମାଣ ନାହିଁ । ଏହା କେବଳ ଏକ ଅବାନ୍ତର ଅଭିଯୋଗ ।

Leave A Reply

Your email address will not be published.