Masthead

ଦେଶରେ ଏକଛତ୍ରବାଦୀ ଶାସନ ବଢ଼ିବା‌ରେ ଲାଗିଛି: ସୁନୀତା କେଜ୍ରିୱାଲ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲ୍‌ଙ୍କୁ ମଦ ନୀତି ହେରଫେର ମାମଲାରେ ଦିଲ୍ଳୀ ହାଇକୋର୍ଟ ତାଙ୍କ ଜାମିନ୍ ଉପରେ ରୋକ ଲଗାଇବା ପରେ ମୁହଁ ଖୋଲିଲେ ସୁନୀତା କେଜ୍ରିୱାଲ୍ । ସେ କହିଛନ୍ତି ଦେଶରେ ଏକଛତ୍ର ବାଦ ଶାସନ ବଢିବାରେ ଲାଗିଛି । ସେ ଆହୁରି ବି କହିଛନ୍ତ ଯେ ଯଦି ଜାମିନ୍ ଅର୍ଡର ହିଁ ଏପର‌୍ୟ୍ୟନ୍ତ ବାହାରିନାହିଁ ତ ଇଡି କାହାକୁ ଭିତ୍ତି କରି ହାଇକୋର୍ଟରେ ଚ୍ୟାଲେଞ୍ଜ୍ କଲା ଓ କୋର୍ଟ କିପରି ଏହା ଉପରେ ‌ରୋକ ଲଗାଇଲେ?

ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ ଗତକାଲି ଜାମିନ୍ ମଞ୍ଜୁର କରିଥିବା ବେଳେ ଆଜି ଦିଲ୍ଳୀ ହାଇକୋର୍ଟ ତାଙ୍କ ଜାମିନ୍ ଉପରେ ରୋକ ଲଗାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି