Masthead

ଆଜି ଆସିବେ ବିଘ୍ନବିନାଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମଙ୍ଗଳ ମୂର୍ତ୍ତିଙ୍କ ପୂଜା । ଗଣେଶ ପୂଜା ପାଇଁ ଚଳ ଚଞ୍ଚଳ ସାରା ସହର। ବିଭିନ୍ନ ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଶକ । ସଜେଇ ହୋଇସାରିଲାଣି ସାରା ସହର । ବିଭିନ୍ନ ତୋରଣ ସାଙ୍ଗକୁ ଯାକଜମାକର ରଙ୍ଗୀନ୍ ଆଲୋକ ମାଳରେ ସଜା ହେଲାଣି ମଣ୍ଡପ । ସ୍ଥାନୀୟ ମୂର୍ତ୍ତି କାରିଗରମାନେ କମ ସଂଖ୍ୟକ ମୂର୍ତ୍ତି ନିର୍ମାଣ କାରିଥିବାରୁ କଲିକତା ମୂର୍ତ୍ତିର ବେଶି ଚାହିଦା ବଜାରରେ ଦେଖିବାକୁ ମିଳିଛି। କିନ୍ତୁ କରୋନା କଟକଣା ପାଇଁ ଏଥର ଗଣେଶ ପୂଜା ଫିକା ପଡ଼ିଛି ।

ପୂଜା ମଣ୍ଡପରେ କି ଶିକ୍ଷାନୁଷ୍ଠାନରେ ଧୁମଧାମରେ ହେବନି ପୂଜା। କେବଳ ବିଦ୍ଧି ରକ୍ଷାପାଇଁ ବିଘ୍ନ ବିନାଶକଙ୍କୁ ଆରାଧନା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ ।ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ