Before Header

ଆଇଟି ସ୍କାନରରେ ଡି.ଏନ୍ ଗ୍ରୁପ

0 32

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ରେଡ଼। ରାଜ୍ୟର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ କରାଯାଉଛି ରେଡ଼। ଭୁବନେଶ୍ୱର ୪ ନଂରେ ଚାଲିଛି ରେଡ଼ । ଉପସ୍ଥିତ ଅଛନ୍ତି ପରିବାର ଲୋକେ ।

ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଉପସ୍ଥିତ ଅଛନ୍ତି। ବହୁମୂଲ୍ୟ କାଗଜ ପତ୍ର ସହିତ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳୁଛି । ଟିକସ ଫାଙ୍କିବା ଅଭିଯୋଗରେ ୨୦ ରୁ  ଉର୍ଦ୍ଧ୍ବ  ସ୍ଥାନରେ ଚାଲିଛି ରେଡ଼ ।

Leave A Reply

Your email address will not be published.