Masthead

ଆଜି କରୋନାରୁ କେତେ ସୁସ୍ଥ, ଜାଣିଛନ୍ତି କି ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଯୋଉଭଳି ଭାବରେ ତାର କାୟା ବିସ୍ତାର କରିଚାଲିଛି । ଏହାରି ମଧ୍ୟରେ ଆଶ୍ଵସ୍ତିକର ଖବର ଆସିଛି। ଆଜି ରାଜ୍ୟରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୭ ହଜାର ୬୬୪ କରୋନା ପଜିଟିଭ ।

ଖୋର୍ଦ୍ଧାରୁ ସର୍ବାଧିକ ୯୬୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୪୭୩, କଟକରୁ ୫୦୯, ନବରଙ୍ଗପୁରରୁ ୩୩୦, ଝାରସୁଗୁଡାରୁ ୪୭୩, ଅନୁଗୁଳରୁ ୪୬୪, ମୟୂରଭଞ୍ଜରୁ ୨୨୦, ସମ୍ବଲପୁରରୁ ୩୨୧, ନୂଆପଡାରୁ ୩୫୩, ପୁରୀରୁ ୫୧୨, ବରଗଡରୁ ୩୩୪, ଯାଜପୁରରୁ ୨୯୦, ବଲାଙ୍ଗିରିରୁ ୪୬୧, କେନ୍ଦୁଝରରୁ ୧୫୪, ଗଞ୍ଜାମରୁ୧୬୧, ବାଲେଶ୍ୱରରୁ ୯୭, ଗଜପତିରୁ ୭୮, ରାୟଗଡାରୁ ୧୯୨, କଳାହାଣ୍ଡିରୁ ୨୮୯, ନୟାଗଡରୁ ୧୪୦, ସୋନପୁରରୁ ୧୨୨ ଜଗତସିଂହପୁରରୁ ୧୧୪, ଦେବଗଡରୁ ୭୫, କେନ୍ଦ୍ରାପଡାରୁ ୭୭, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୯୯, ଢେଙ୍କାନାଳରୁ ୨୨ ଓ ବୌଦ୍ଧରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ