ତୃତୀୟ ଲହରକୁ ନେଇ ଭୟ କରନ୍ତୁନି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଜୁଲାଇ ସୁଦ୍ଧା ଶେଷ ହେବ ଦ୍ୱିତୀୟ ଲହର । ଏବଂ ଏହା ସରିବାର ୬ରୁ ୮ ମାସ ମଧ୍ୟରେ ଆରମ୍ଭ ହେବ ତୃତୀୟ ଲହର । ଏନେଇ ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟ ଅଧିନ ‘ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ର ୩ଜଣିଆ ଟିମ ସୂଚନା ଦେଇଛି । ତେବେ ଟିକାକରଣ ଯୋଗୁଁ ଅନେକ ଲୋକଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥିବ । ତେଣୁ ଏହି ତୃତୀୟ ପ୍ରବାହ ଅଧିକ ଲୋକଙ୍କୁ ସଂକ୍ରମିତ କରିବନି ବୋଲି ଏହି ଟିମ କହିଛି ।

ସେହିପରି ଦେଶରେ ମେ ଶେଷ ସୁଦ୍ଧା ଦୈନିକ ସଂକ୍ରମଣ ୧.୫ଲକ୍ଷ ହୋଇଥିବା ବୋଲି କମିଟିର ସଦସ୍ୟ କହିଛନ୍ତି । ସେହିପରି ଜୁଲାଇ ଶେଷ ବେଳକୁ ଦେଶର ସଂକ୍ରମଣ ୨୦ହଜାରରୁ କମ ହେବା ନେଇ ଏହି କମିଟିର ରିପୋର୍ଟରେ କୁହାଯାଇଛି । ଏହି ଗଣନାକୁ ସୁତ୍ର ମଡେଲ ମାଧ୍ୟମରେ ବାହାର କରାଯାଇଛି ବୋଲି ଟିମର ସଦସ୍ୟମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ