Masthead

ଧର୍ମଘଟ ନା ରେ ଆଇନକୁ ହାତକୁ ନିଅନ୍ତୁ ନାହିଁ: ପ୍ରଦୀପ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧର୍ମଘଟ ନା ରେ ଆଇନକୁ ହାତକୁ ନିଅନ୍ତୁ ନାହିଁ କହିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କଲେ ମୁଖ୍ୟ ଶାସନ ସଚିବ। ଡ୍ରାଇଭର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମୟରେ ସରକାରଙ୍କ ଆଲୋଚନା ହୋଇଛି। ଗତକାଲି ମହାସଂଘ ସହ ସକରାତ୍ମକ ଆଲୋଚନା ହୋଇଛି। ଦୃଢ଼ ପ୍ରତିଶ୍ରୁତି ଓ ନିର୍ଭର ପ୍ରତିଶ୍ରୁତି ଦେଇଥିଲି। କିନ୍ତୁ କିଛି ସ୍ଥାନରେ ଧର୍ମଘଟ ଜାରି ରହିଛି। ଯେତେ ବେଳେ ପିଲାଙ୍କ ପରୀକ୍ଷା ଜାରି ରହିଛି। ଧର୍ମଘଟ ପାଇଁ ପିଲାଙ୍କ ଭିତରେ ମାନସିକ ଚାପ ରହିଛି।

ଯାହା ପିଲାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁଛି। ଆନ୍ଦୋଳନ ପାଇଁ ରୋଗୀ ଓ ଆତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ପ୍ରଭାବିତ ହେଉଛି। ତିନୋଟି ରାଜ୍ୟରେ ସରକାର ଡରାଇଭରଙ୍କ ଦାବି ପୁରଣ କରିଛନ୍ତି। ଆମେ ଅନୁଧ୍ୟାନ କରି ତାଙ୍କ ଦାବି ପୁରଣ କରିବୁ। ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ। ଧର୍ମଘଟ ନା ରେ ଆଇନକୁ ହାତକୁ ନିଉନ୍ତୁ ନାହିଁ। ଲୋକଙ୍କ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ ବୋଲି ପ୍ରଦୀଫ ଜେବା କହିଛନ୍ତି । ମହାସଂଘ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଅଣ ଡ୍ରାଇଭର ସାମିଲ ହୋଇ ହିଂସା ଓ ଅଘଟଣ ଘଟାଉଛନ୍ତି। ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୁରାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ