Masthead

ସିର୍ଫ ନାମ୍ ହି କାଫୀ ହେ

ହାଇଦ୍ରାବାଦ(ବଡ଼ ଖବର): କରୋନା ମହାମାରୀ ମଣିଷକୁ ବହୁତ ଦୁଃଖ ଦେଇଛି ସତ, କିନ୍ତୁ ଲୋକମାନଙ୍କୁ ଆତ୍ମନିର୍ଭର ମଧ୍ୟ କରାଇଛି । ଟେକ୍ନୋଲୋଜି ଦୁନିଆରେ ମଣିଷ ଆଗଭରା ହୋଇ ନିଜର ସମସ୍ତ ଇଚ୍ଛାକୁ କଳେବଳେ ପୁରଣ କରିବାକୁ ଚାହିଁଛି । ପାଖରେ ମୋବାଇଲ ଥିଲେ ଲାଗେ ଦୁନିଆର ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ଖୁବ ସହଜରେ ହୋଇଯିବ । ମୋବାଇଲରେ ଏବେ ବ୍ୟାଙ୍କ, ରେଷ୍ଟୁରାଣ୍ଟ ଓ ଅନ୍ୟ ସବୁ କିଛି ଆଭିଲେବୁଲ । କେବଳ ଅର୍ଡର ସହ ପେମେଣ୍ଟ କରିବେ ତା’ପରେ ଜିନିଷ ଆସି ଘରେ । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ନିଜର ଦେଇଥିବା ଆଡ୍ରେସ । ଏହା ସଠିକ ହେବା ଦରକାର । ହେଲେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜ ଠିକଣାକୁ ଏପରି ରୂପେ ଦେଇଥାନ୍ତି ଯାହା ଭାଇରାଲ ହୋଇଯାଏ । ଏବେ ହାଇଦ୍ରାବାଦର ଏମିତି ଜଣେ ଲୋକଙ୍କ ଆଡ୍ରେସ ଭାଇରାଲ ହୋଇଛି, ଯାହାକୁ ଅରୁଣ ବୋଥ୍ରା ମଧ୍ୟ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।ଦେଖନ୍ତୁ..

ଏବେ ଏହା ସୋସିଆଲ ମିଡିଆରେ ବହୁତ  ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ