Masthead

ଡିଏଫଓଙ୍କୁ ବଞ୍ଚାଇବାକୁ ଉଦ୍ୟମ: ସାମ୍ନାକୁ ଆସିଲା ଆଉ ଏକ ଚିଠି

ଗଜପତି (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପୂର୍ବତନ ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ ପରେ ବିବାଦୀୟ ହୋଇପଡିଛନ୍ତି । ଏବେ ଡିଏଫଙ୍କୁ ବଞ୍ଚାଇବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଡିଏଫଓ ରାତି ଅଧରେ ଏସିଏଫ ସୌମ୍ୟ ରଞ୍ଜନଙ୍କ ସରକାରୀ ବାସଭବନକୁ ଯାଉଥିବା ନିଜ ଆଖିରେ ଦେଖିଥିବା ନେଇ ପୂର୍ବତନ ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମରେ ଚାଞ୍ଚଲ୍ୟକର ବୟାନ ଦେବା ପରେ ଏହାକୁ ମିଛ ବୋଲି ପ୍ରମାଣିତ କରାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ଚିଠି ସାମ୍ନାକୁ ଆଣିଛି।

ଯାହାକୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୧ମସିହା ଫେବୃଆରୀ ମାସ ୧ତାରିଖରେ ମହେନ୍ଦ୍ର ବନ୍ୟାଞ୍ଚଳ ଅଧିକାରୀ ଜ୍ୟୋତି ସେକ୍ୟୁରିଟି ସର୍ଭିସ୍ ନାମକ ସଂସ୍ଥାକୁ ଲେଖା ଯାଇଥିବା ଏକ ଚିଠି ସାମ୍ନାକୁ ଅଣାଯାଇଛି। ଯେଉଁଥିରେ ଗଙ୍ଗାଙ୍କୁ ୨୦୨୦ ମସିହା ଡିସେମ୍ବର ୩୧ତାରିଖରେ କାର୍ଯ୍ୟରୁ ବାହାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି କରାଯାଇଥିବା ନେଇ ଉଲ୍ଲେଖ ରହିଛି। ତେବେ ଦସ୍ୱବ ମାସ ପରେ ଏହି ପତ୍ର ଲେଖିବା ତାହା ପୁଣି ଜଣେ ସଂସ୍ଥା ପାଖକୁ ଜଣେ ଅଧିକାରୀ ଲେଖିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ