Masthead

ଇଦ୍ ମୁବାରକ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଇଦ୍-ଉଲ୍ ଫିତର୍ । ଇସଲାମ ଧର୍ମର ପବିତ୍ର ଦିନ । ଗୁରୁବାର ରମଜାନ ମାସର ଶେଷ ହୋଇଛି । ସନ୍ଧ୍ୟାରେ ଇଦ୍ ଚାନ୍ଦ ଦେଖି ଉପାସକ ମାନେ ମାସ ଯାକ କରିିଥିବା ରମଜାନ ଶେଷ କରିଛନ୍ତ । ଆଉ ଆଜି ପାଳନ କରିବେ ତ୍ୟାଗ ଓ ସମର୍ପଣର ପର୍ବ ଇଦ୍-ଉଲ-ଫିତର । ତେବେ କରୋନା କିନ୍ତୁ ଚଳିତ ବର୍ଷ ଇଦ୍ ପାଳନକୁ ଫିକା କରିଛି । କଟକଣା ଯୋଗୁଁ ନା ହୋଇଛି ସମୂହ ନମାଜ ପାଠ, ନା ହୋଇଛି ଇଫତାର ପାର୍ଟି । ମସଜିଦ ଓ ଇଦଗାହାରୁ ଶୁଭିନି ଇଦ୍ ମୁବାରକ୍ । କେବଳ ବିଧି ପାଳନ ପାଇଁ ମୌଲାନାମାନେ ମସଜିଦରେ ନମାଜ ପାଠ କରିଥିବା ବେଳେ ଉପାସକ ମାନେ ନିଜ ଘରେ ହିଁ ରହି ନମାଜ ପାଠ କରିଛନ୍ତି । ଘରୁ ଘରୁ ଗୁଞ୍ଜରିତ ହୋଇଛି ନମାଜ ।

ତେବେ ୨୦୨୦ରେ ମଧ୍ୟ ଇଦ୍ ପାଳନ ସମ୍ପୂର୍ଣ୍ଣ ଫିକା ପଡ଼ିଥିଲା । ମସଜିଦମାନଙ୍କରେ ସମୂହ ନମାଜ ପାଠ ବନ୍ଦ ଥିଲା । ଏଥର ମଧ୍ୟ ଅନୁରୁପ ଦେଖିବାକୁ ମିଳିଛି । ସକାଳୁ ଇସଲାମ ଧର୍ମର ବ୍ୟକ୍ତିବିଶେଷ ମା୍େନ ନମାଜ ପାଠ କରିଛନ୍ତି । ବିଧି ଅନୁସାରେ ଆଜି ଦିନରେ ଦାନ ଧର୍ମ କରିବାର ପ୍ରଥା ରହିଛି । ଏହାଛଡ଼ା ଗୁରୁଜନମାନଙ୍କ ପାଦ ଛୁଇଁ ପ୍ରଣାମ ମଧ୍ୟ କରାଯାଏ । ତେବେ ଲକଡାଉନ ଯୋଗୁଁ ବାହାରକୁ ଯିବାକୁ ମନା ହୋଇଥିବା କାରଣରୁ ଘର ମଧ୍ୟରେ ହିଁ ପାଳନ କରାଯାଇଛି ଇଦ୍-ଉଲ-ଫିତର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି